ଭାରତ ର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କର ପରଲୋକ ହୋଇଛି | ମନମୋହନ ସିଂ ଙ୍କୁ 92ବର୍ଷ ହୋଇଥିଲା | ସେ ବାର୍ଦ୍ଧକ୍ୟ ରୋଗ କାରଣରୁ ମେଡ଼ିକାଲରେ ଚିକିର୍ଷିତ ହେଉଥିଲେ କିନ୍ତୁ 26-12-2024 ତାରିଖରେ ସେ ଆଖି ମୁଜି ଦେଇଥିଲେ |1932 ରେ ସେ ଜନ୍ମ ହେଇଥିଲେ |

ମନମୋହନ ସିଂ ଏକ ସ୍ୱଚ୍ଛ ଏବଂ ଶାନ୍ତିତ୍ବ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ |
ସେ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଯେ ଯାହାକୁ ମିଡ଼ିଆ କେବେ ବି troll କରିନାହିଁ | ମନମୋହନ ସିଂ କଂଗ୍ରେସ ଦଳର ନେତା ଥିଲେ | ନିଜର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମୟରେ ସେ ଭାରତ କୁ ବହୁତ କିଛି ଦେଇଛନ୍ତି ଯାହା ପାଇଁ ଦେଶ ତାଙ୍କୁ ସବୁବେଳେ ମାନପକାଇବ |
ମନମୋହନ ସିଂ ଦାୟିତ୍ୱରେ ଥିଲାବେଳେ ବହୁତ ସମାଲୋଚନା ହେଇଛନ୍ତି ତାଙ୍କ ଚୁପ ରହିବାକୁ ନେଇକି ବିରୋଧୀ ତାଙ୍କୁ ବହୁତ ସମାଲୋଚନା କରିଛନ୍ତି | ଶୁଣିବାଳୁ ମିଳେ ଯେ ମନମୋହନ ସିଂ ଙ୍କୁ ରିମୋଟ ମାଧ୍ୟମରେ ସୋନିଆ ଗାନ୍ଧୀ ଚଳାଉଥିଲେ |
Leave a Reply