NEWS

Advertisement

ଦିନେ ଥିଲେ ଭାରତର ସବୁଠାରୁ ବଡ଼ କଲେଜ ରେ ଇଞ୍ଜିନିଅର

IIT Bombay ର ଇଞ୍ଜିନିଅର ଥିଲେ ଏହି ବାବା ଜଣକ |ପତ୍ରକାର ଚାଲିଥିବା କୁମ୍ଭମେଳା ରେ ଏହି ବାବା ଜଣକୁ ଦେଖି କିଛି ପ୍ରଶ୍ନ ପଚାରିଥିଲେ, ଏହା ପରେ ସେ ବାବା ଜଣକ ଯାହା କହିଥିଲେ ତାକୁ ଶୁଣି ସାମ୍ବାଦିକ ଙ୍କ ମୁଣ୍ଡ ଖରାପ ହେଇଗଲା | ସେହି ବାବା ଜଣକ ସାମ୍ବାଦିକ ଙ୍କ ଠାରୁ ଉଚ୍ଚ ଶିକ୍ଷିତ ଥିଲେ, ସେ IIT BOMBAY ରେ ଇଞ୍ଜିନିଅରିଂ ଅଧୟନ କରୁଥିଲ | ଆଉ ହଁ ବାବା ଜଣକ କାଇଁକି ବାବା ହେବାର ପ୍ରଶ୍ନର ଉତ୍ତର କିଛି ଏଭଳି ଦେଇଥିଲେ, ବାବା : ଯାହା ଠିକ ହେଇଥାଏ ତାହା ହିଁ ଘଟିଥାଏ, ମୁଁ ଜୀବନକୁ ଦେଖିଛି ବାବା ହେଲାପରେ ଏବଂ ପୂର୍ବର ମଣିଷ ମୁଁ କେମିତି ଥିଲି.

Leave a Reply

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *