କଥାରେ ଅଛିକି ଯେମିତି କର୍ମ ସେମିତି ଫଳ| ଏଭଳି କିଛି ଫଳ ପାଇଲେ ସରକାରୀ କର୍ମଚାରୀ |

ଘଟଣା ଉତ୍ତରପ୍ରଦେଶ ର ଏକ ସରକାରୀ ଅଫିସ କୁ ଦୁହେଁ ବୃଦ୍ଧ ପତି ପତ୍ନୀ ନିଜର ଅସୁବିଧା କୁ ଜଣାଇବାପାଇଁ ଯାଇଥିଲେ କିନ୍ତୁ ସେଠାରେ ଥିବା ସରକାରୀ ଅଫିସର ମାନେ ସେମାନଙ୍କ କଥାବୁଝିବେ କଣ ତାଙ୍କୁ ୧ ଘଣ୍ଟା ରୁ ଅଧିକ ସମୟ ବସିବାକୁ ନଦେଇ ଠିଆ 😌କରିକି ରଖିଥିଲେ |
ଏହି ଘଟଣା cctv ମାଧ୍ୟମରେ କଲେକ୍ଟର ଦେଖିବାକୁ ପାଇଲେ ପରେ କଲେକ୍ଟର ନିଜେ ଯାଇ ସମସ୍ତ କର୍ମଚାରୀ ଙ୍କୁ chair ରେ ନବସିକି ଠିଆ ହେବା ପାଇଁ ଦଣ୍ଡ ଦେଲେ | ପରେ ସମସ୍ତ କର୍ମଚାରୀ ଦିନ ଯାକ ଠିଆ ହୋଇ ସବୁ କାମ କଲେ |
Leave a Reply