
ଘଟଣା ଅନୁଯାୟୀ ବାରଣାସୀ ର ଏକ 5ଷ୍ଟାର ହୋଟେଲ ରେ ଜଣେ ଓଡ଼ିଆ ଚାରି ଦିନ ରହିଥିଲେ ଏବଂ ରହିବା ସହିତ ଭଲ ଭଲ ମହଙ୍ଗା ଖାଦ୍ୟ ମଧ୍ୟ ଖାଇ ଥିଲେ. କିନ୍ତୁ ସେ ଏହାର Payment କରିନଥିଲେ |
ସେ ରହୁଥିବା ହୋଟେଲ ରେ ଗୋଟେ ଦିନର ଭଡ଼ା ଥିଲା ୫0 ହଜାର ରୁ ଅଧିକ ସେ ଚାରି ଦିନ ରହିଥିଲେ ଯାହାର ମୂଲ୍ୟ ୨ ଲକ୍ଷ ରୁ ଅଧିକ ଥିଲା ଏବଂ ସେ ଖାଇଥିବା ଖାଦ୍ୟ ମଧ୍ୟ ୮0ହଜାରରୁ ଅଧିକ ଥିଲା | କିନ୍ତୁ ସେହି ଉକ୍ତ ଓଡ଼ିଆ ଲୋକଟି ହୋଟେଲ କୁ କିଛି ବି ଟଙ୍କା ନଦେଇ ହୋଟେଲ ଛାଡି ଫେରାର ହେଇଯାଇଛି |
ଏହା ପରେ ପୋଲିସ ଯେତେ ତାକୁ ଖୋଜିଲେବି ତାକୁ ପୋଲିସ trace କରିପାରୁନି |
5ଷ୍ଟାର ହୋଟେଲ ଘଟିଥିବା 😔ଘଟଣା ସମସ୍ତଙ୍କୁ ପାଗଳ କରିଦେଇଛି
Leave a Reply