NEWS

Advertisement

କ୍ରିକେଟର ଆର ଅଶ୍ୱିନ କ୍ରିକେଟରୁ ନେଲେ ସବୁଦିନ ପାଇଁ ଅବସର

ରବିଚନ୍ଦ୍ରନ ଅଶ୍ୱିନ ଭାରତ କ୍ରିକେଟ ଟିମ ପାଇଁ ଏକ ଶ୍ରେଷ୍ଠ ବୋଲର,   ଅଶ୍ୱିନ ଭାରତୀୟ କ୍ରିକେଟ ପାଇଁ ବୋଲିଂ କରି ବହୁତ ମ୍ୟାଚ ଜିତାଇଛନ୍ତି, ସେହିଭଳି ତାଙ୍କୁ ବ୍ୟାଟିଂ ରେ ରନ କରି ମ୍ୟାଚ ଜିତେଇବା ମଧ୍ୟ ଦେଖିବାକୁ ମିଳିଛି.

ଭାରତ vs ପାକିସ୍ତାନ

ଭାରତ ଏବଂ ପାକିସ୍ତାନ ମ୍ୟାଚ ର ଶେଷ ମୁହୂର୍ତ୍ତରେ ମଧ୍ୟ ଆର ଅଶ୍ୱିନ ଚୌକା ମାରିକି ମ୍ୟାଚ ଜିତାଇଥିଲେ. ଏହା ପରେ ସେ ଆଉ କୋହଲି ପଡିଆରେ ଖୁସିରେ ପାଗଳ ହୋଇଯାଇଥିଲେ.