
ନୃତନ ବର୍ଷ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ |
ଜୟ ଜଗନ୍ନାଥ 💐ନୃତନ ବର୍ଷ ଆପଣମାନ ସମସ୍ତଙ୍କ ଜୀବନରେ ଖୁସି ଏବଂ ଆନନ୍ଦମୟ ହେଉ ♥️ ଉତ୍କଳ ଟାଇମ୍ସ ♥️
ନୃତନ ବର୍ଷ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ |
ଜୟ ଜଗନ୍ନାଥ 💐ନୃତନ ବର୍ଷ ଆପଣମାନ ସମସ୍ତଙ୍କ ଜୀବନରେ ଖୁସି ଏବଂ ଆନନ୍ଦମୟ ହେଉ ♥️ ଉତ୍କଳ ଟାଇମ୍ସ ♥️
ଭାରତ ର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କର ପରଲୋକ ହୋଇଛି | ମନମୋହନ ସିଂ ଙ୍କୁ 92ବର୍ଷ ହୋଇଥିଲା | ସେ ବାର୍ଦ୍ଧକ୍ୟ ରୋଗ କାରଣରୁ ମେଡ଼ିକାଲରେ ଚିକିର୍ଷିତ ହେଉଥିଲେ କିନ୍ତୁ 26-12-2024 ତାରିଖରେ ସେ ଆଖି ମୁଜି ଦେଇଥିଲେ |1932 ରେ ସେ ଜନ୍ମ ହେଇଥିଲେ |
ମନମୋହନ ସିଂ ଏକ ସ୍ୱଚ୍ଛ ଏବଂ ଶାନ୍ତିତ୍ବ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ |
ସେ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଯେ ଯାହାକୁ ମିଡ଼ିଆ କେବେ ବି troll କରିନାହିଁ | ମନମୋହନ ସିଂ କଂଗ୍ରେସ ଦଳର ନେତା ଥିଲେ | ନିଜର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମୟରେ ସେ ଭାରତ କୁ ବହୁତ କିଛି ଦେଇଛନ୍ତି ଯାହା ପାଇଁ ଦେଶ ତାଙ୍କୁ ସବୁବେଳେ ମାନପକାଇବ |
ମନମୋହନ ସିଂ ଦାୟିତ୍ୱରେ ଥିଲାବେଳେ ବହୁତ ସମାଲୋଚନା ହେଇଛନ୍ତି ତାଙ୍କ ଚୁପ ରହିବାକୁ ନେଇକି ବିରୋଧୀ ତାଙ୍କୁ ବହୁତ ସମାଲୋଚନା କରିଛନ୍ତି | ଶୁଣିବାଳୁ ମିଳେ ଯେ ମନମୋହନ ସିଂ ଙ୍କୁ ରିମୋଟ ମାଧ୍ୟମରେ ସୋନିଆ ଗାନ୍ଧୀ ଚଳାଉଥିଲେ |
ରବିଚନ୍ଦ୍ରନ ଅଶ୍ୱିନ ଭାରତ କ୍ରିକେଟ ଟିମ ପାଇଁ ଏକ ଶ୍ରେଷ୍ଠ ବୋଲର, ଅଶ୍ୱିନ ଭାରତୀୟ କ୍ରିକେଟ ପାଇଁ ବୋଲିଂ କରି ବହୁତ ମ୍ୟାଚ ଜିତାଇଛନ୍ତି, ସେହିଭଳି ତାଙ୍କୁ ବ୍ୟାଟିଂ ରେ ରନ କରି ମ୍ୟାଚ ଜିତେଇବା ମଧ୍ୟ ଦେଖିବାକୁ ମିଳିଛି.
ଭାରତ vs ପାକିସ୍ତାନ
ଭାରତ ଏବଂ ପାକିସ୍ତାନ ମ୍ୟାଚ ର ଶେଷ ମୁହୂର୍ତ୍ତରେ ମଧ୍ୟ ଆର ଅଶ୍ୱିନ ଚୌକା ମାରିକି ମ୍ୟାଚ ଜିତାଇଥିଲେ. ଏହା ପରେ ସେ ଆଉ କୋହଲି ପଡିଆରେ ଖୁସିରେ ପାଗଳ ହୋଇଯାଇଥିଲେ.
AUSTRALIA GOVERNMENT BAN SOCIAL MEDIA UNDER 16. TODAY SOCIAL MEDIA USERS GAIN RAPIDELY IN WORLD. MANY KIDS ARE AFFECTED IN THIS.