NEWS

Advertisement

ଏମିତି ମରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂ

ଭାରତ ର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କର ପରଲୋକ ହୋଇଛି | ମନମୋହନ ସିଂ ଙ୍କୁ 92ବର୍ଷ ହୋଇଥିଲା | ସେ ବାର୍ଦ୍ଧକ୍ୟ ରୋଗ କାରଣରୁ ମେଡ଼ିକାଲରେ ଚିକିର୍ଷିତ ହେଉଥିଲେ କିନ୍ତୁ 26-12-2024 ତାରିଖରେ ସେ ଆଖି ମୁଜି ଦେଇଥିଲେ  |1932 ରେ ସେ ଜନ୍ମ ହେଇଥିଲେ |

Former Prime minister of india

ମନମୋହନ ସିଂ ଏକ ସ୍ୱଚ୍ଛ ଏବଂ ଶାନ୍ତିତ୍ବ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ |

ସେ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଯେ ଯାହାକୁ ମିଡ଼ିଆ କେବେ ବି troll କରିନାହିଁ | ମନମୋହନ ସିଂ କଂଗ୍ରେସ ଦଳର ନେତା ଥିଲେ | ନିଜର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମୟରେ ସେ ଭାରତ କୁ ବହୁତ କିଛି ଦେଇଛନ୍ତି ଯାହା ପାଇଁ ଦେଶ ତାଙ୍କୁ ସବୁବେଳେ ମାନପକାଇବ |

ମନମୋହନ ସିଂ ଦାୟିତ୍ୱରେ ଥିଲାବେଳେ ବହୁତ ସମାଲୋଚନା ହେଇଛନ୍ତି ତାଙ୍କ ଚୁପ ରହିବାକୁ ନେଇକି ବିରୋଧୀ ତାଙ୍କୁ ବହୁତ ସମାଲୋଚନା କରିଛନ୍ତି | ଶୁଣିବାଳୁ ମିଳେ ଯେ ମନମୋହନ ସିଂ ଙ୍କୁ ରିମୋଟ ମାଧ୍ୟମରେ ସୋନିଆ ଗାନ୍ଧୀ ଚଳାଉଥିଲେ |

କ୍ରିକେଟର ଆର ଅଶ୍ୱିନ କ୍ରିକେଟରୁ ନେଲେ ସବୁଦିନ ପାଇଁ ଅବସର

ରବିଚନ୍ଦ୍ରନ ଅଶ୍ୱିନ ଭାରତ କ୍ରିକେଟ ଟିମ ପାଇଁ ଏକ ଶ୍ରେଷ୍ଠ ବୋଲର,   ଅଶ୍ୱିନ ଭାରତୀୟ କ୍ରିକେଟ ପାଇଁ ବୋଲିଂ କରି ବହୁତ ମ୍ୟାଚ ଜିତାଇଛନ୍ତି, ସେହିଭଳି ତାଙ୍କୁ ବ୍ୟାଟିଂ ରେ ରନ କରି ମ୍ୟାଚ ଜିତେଇବା ମଧ୍ୟ ଦେଖିବାକୁ ମିଳିଛି.

ଭାରତ vs ପାକିସ୍ତାନ

ଭାରତ ଏବଂ ପାକିସ୍ତାନ ମ୍ୟାଚ ର ଶେଷ ମୁହୂର୍ତ୍ତରେ ମଧ୍ୟ ଆର ଅଶ୍ୱିନ ଚୌକା ମାରିକି ମ୍ୟାଚ ଜିତାଇଥିଲେ. ଏହା ପରେ ସେ ଆଉ କୋହଲି ପଡିଆରେ ଖୁସିରେ ପାଗଳ ହୋଇଯାଇଥିଲେ.